ଆଜି ସଜବାଜ : ମଙ୍ଗଳବାରଠୁ ରଜ

କଟକ: ଓଡ଼ିଶାର ପୁରପଲ୍ଲୀରୁ ଆରମ୍ଭ କରି ସହରନଗର ପର୍ଯ୍ୟନ୍ତ ସବୁଠି ରଜ ଉତ୍ସବ ଆନନ୍ଦଉଲ୍ଲାସରେ ପାଳିତ ହୋଇଥାଏ। ଏହି ପର୍ବ ଝିଅ ଓ ମହିଳାଙ୍କ ପାଇଁ ହୋଇଥିଲେ ‌ମଧ୍ୟ ସବୁ ବର୍ଗର ପୁରୁଷ ଏଥିରେ ସାମିଲ ହୋଇଥାନ୍ତି। ୪ଦିନ ଧରି ପାଳିତ ରଜ ଉତ୍ସବ ଦୋଳିଖେଳ, ରଜପାନ, ପୋଡ଼ପିଠା, ପୁଚିଖେଳ ଭଳି ମଉଜ ମଜଲିସ୍‌ରେ ଅତିବାହିତ ହୋଇଥାଏ। ସଂପ୍ରତି କଟକ ସହରରେ ବିଭିନ୍ନ ମହିଳା ଅନୁଷ୍ଠାନ, ଯୁବ ସଂଗଠନ, ସାଂସ୍କୃତିକ … Continue reading ଆଜି ସଜବାଜ : ମଙ୍ଗଳବାରଠୁ ରଜ